Site icon Awaj Media

ସିଦ୍ଧେଶ୍ୱର ମନ୍ଦିର ଯାଉଥିବା କାଉଡ଼ିଆ ମାନଙ୍କ ପାଇଁ ଜଳସେବା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସିଦ୍ଧେଶ୍ୱର ମନ୍ଦିର ଯାଉଥିବା କାଉଡ଼ିଆ ମାନଙ୍କ ପାଇଁ ଜଳସେବା . ବାବା ଯୁବକ ବୋଲବମ୍ ସଙ୍ଘ, ମର୍କତ ନଗର ସିଡିଏ ତରଫରୁ ନାରାଜ ବ୍ରିଜ ଠାରେ ସ୍ବର୍ଗତ ଆଇନଜୀବୀ ଶଶିକାନ୍ତ ବେହେରାଙ୍କ ସ୍ମରଣ ଉଦ୍ଦେଶ୍ୟରେ ଜଳଲାଗି ପାଇଁ ସିଦ୍ଧେଶ୍ୱର ମନ୍ଦିର ଯାଉଥିବା କାଉଡ଼ିଆ ଭାଇ ଓ ଭଉଣୀ ମାନଙ୍କ ପାଈଁ ଜଳସେବା ବ୍ୟବସ୍ଥା କରାଯାଇଛି ! ସୂଚନାଯୋଗ୍ୟ ଶ୍ରାବଣ ମାସରେ ଦୀର୍ଘ ସାତ ବର୍ଷରୁ ଅଧିକ ସମୟ ଧରି ଏହି କ୍ୟାମ୍ପ ଆୟୋଜିତ ହେଉଥିଲେ ମଧ୍ଯ, ଚଳିତ ବର୍ଷ ଅନୁଷ୍ଠାନର ଅତି ପ୍ରିୟ ଆଇନଜୀବୀ ଶଶିକାନ୍ତ ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ତାଙ୍କ କାର୍ଯ୍ୟକୁ ସ୍ମରଣ କରି ଏହି କର୍ଯ୍ୟକ୍ରମ ଆୟୋଜନ କରାଯାଉଛି !

Exit mobile version