Site icon Awaj Media

ଥମୁନି ସଂକ୍ରମଣ : ଦେଶରେ ୧୨,୭୫୧ ପଜିଟିଭ୍‌ ଚିହ୍ନଟ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଥମିବାର ନାଁ ଧରୁନି କରୋନା ଜନିତ ସଂକ୍ରମଣ . ଦେଶରେ ୨୪ ଘଣ୍ଟାରେ ୧୨,୭୫୧ ପଜିଟିଭ୍‌ ଚିହ୍ନଟ । ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୭୭୨ ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୦୭ । ତେବେ ୨୪ ଘଣ୍ଟାରେ ସୁସ୍ଥ ହେଲେ ୧୬ ହଜାର ୪୧୨ ଜଣ ।

 

Exit mobile version