Site icon Awaj Media

ସୟଦପୁର ଆଖୁନ୍ଦସାହି ରେ ଉଡିଲା ତ୍ରିରଙ୍ଗା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ . ୭୬ ତମ ସ୍ବାଧିନତା ଦିବସ ଅବସରରରେ ରାଜ୍ୟର ପୁର ପଲ୍ଲୀ ଠାରୁ ରାଜଧାନୀ ପର୍ଯ୍ୟନ୍ତ ଉଡିଲା ତ୍ରିରଙ୍ଗା . ସ୍ୱାଧୀନତା ଦିବସ ରେ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ସୟଦପୁର ର ଆଖୁନ୍ଦସାହି ରେ ଉଡିଲା ତ୍ରିରଙ୍ଗା . ସ୍ଥାନୀୟ ନୌଜବାନ କମିଟି ତରଫରୁ ଜାତୀୟ ଦିବସକୁ ମହା ସମାରୋହରେ ପାଳନ କରାଯାଉଥିବା ବେଳେ ସ୍ୱାଧୀନତା ଦିବସରେ ଆନନ୍ଦ ଉଲ୍ଲାସର ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି . ଆୟୋଜିତ କାର୍ଯ୍ୟକ୍ରମରେ ମୁଫତି ଗୁରଫାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ .

Exit mobile version