ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁଣପୁର-କଟକ ମେମୁ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ . ମୃତକ ଜଣକ ନିଜାମାବାଦର ୨୮ ବର୍ଷୀୟ ଭି. ମହେଶ ବୋଲି ଜଣାପଡିଛି . ସକାଳୁ ଟ୍ରେନ ଲାଇନ କଡ଼ରେ ଚାଲୁଥିବା ବେଳେ ଧକ୍କାଦେଲା ଟ୍ରେନ . ଏ ନେଇ ବ୍ରହ୍ମପୁର ଜିଆରପି ଦ୍ବାରା ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି .
ମେମୁ ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ !!!

