Site icon Awaj Media

ସୁକିନ୍ଦା ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରେ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ସୁକିନ୍ଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଭାରତୀୟ ବିଦ୍ୟା ନିକେତନ , ଓଳିଆ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି . ଏହି ଉପଲକ୍ଷେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ତତ୍ବାବଧାନରେ ବିଦ୍ୟାଳୟର ଛାତ୍ରଛାତ୍ର ମାନଙ୍କୁ ରାଧା କୃଷ୍ଣ ଓ ଦେବା ଦେବୀଙ୍କ ବେଶରେ ସଜାଯାଇ ଗ୍ରାମ ପରିଭ୍ରମଣ କରାଯିବା ସହିତ ଶେଷରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା .

Exit mobile version