ଆଜି ବାହାରିବ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ !!!

Spread the love

ସମ୍ବଲପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ । ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଏହି ଧାର୍ଯ୍ୟ ହେବ ଲଗ୍ନ ।

Leave a Reply

Your email address will not be published. Required fields are marked *