Site icon Awaj Media

ନାମଲେଖା ଫି ବୃଦ୍ଧି କୁ ବିରୋଧ କରି ଏବିଭିପି କେନ୍ଦ୍ରାପଡା ଛାତ୍ର ସଂଗଠନ ପକ୍ଷରୁ ଦାବୀପତ୍ର !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ସାରା ଓଡିଶାରେ ସବୁ କଲେଜ ରେ + ୨ ଓ + ୩ କଳା ବାଣିଜ୍ୟ ଓ ବିଜ୍ଞାନ ବିଭାଗରେ ନାମ ଲେଖା ଚାଲୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ସ୍ବୟଂଶାସିତ କଲେଜ ରେ ନାମଲେଖା ଫି ବୃଦ୍ଧି କୁ ବିରୋଧ କରି କେନ୍ଦ୍ରାପଡା ର ଛାତ୍ର ସଂଗଠନ ଏବିଭିପି ର ସଦସ୍ୟ ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଯାଇ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ ଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ତାହା ସହିତ ନାମଲେଖା ଫି ବୃଦ୍ଧି କୁ ନ କମାଇଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବା ସହିତ କଲେଜ କୁ ଅଚଳ କରିବେ ବୋଲି ଏବିଭିପି ଛାତ୍ର ସଂଗଠନ ଚେତାବନୀ ଦେଇଛନ୍ତି ।

Exit mobile version