Site icon Awaj Media

ଟାଇଁକଣାରେ ଗଣେଶ ପୂଜା ପାଳିତ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଟାଇଁକଣା ସ୍ଥିତ ଚନ୍ଦ୍ର ଶେଖର କ୍ଲବ ପକ୍ଷରୁ ପବିତ୍ର ଗଣେଶ ପୂଜା ଉତ୍ସବ ପାଳିତ ହୋଇଯାଇଛି । ଏହି ପୂଜା କର୍ମରେ ସତ୍ୟଜିତ ପତି, ସ୍ବପ୍ନଜିତ୍ ପତି, ରାହୁଳ ଗିରି, ସୁରଜ୍ ପରିଡ଼ା, ରଞ୍ଜିତ ପରିଡ଼ା, ବିଭୂତି ପରିଡ଼ା, ସମୀର ବିହାରୀ, ନୀତିଶ ବିହାରୀ, ସାଗର ବିହାରୀ, ଧରଣୀ ବିହାରୀ, ରୁଦ୍ର ବିହାରୀ, ଦେବାଶିଷ ପରିଡ଼ା, ଶୁଭାଶିଷ ମହାନ୍ତି, ଶ୍ରୀମନ୍ତ ପରିଡ଼ା, ରାଜୁ ପତି, ନିକୁଞ୍ଜ ଭୋଇ, ସୁସିଲ ଭୋଇ, ବଟ ଭୋଇ, ଆଲୋକ ସାସମଲ, ସଞ୍ଜୟ ସାମଲ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Exit mobile version