ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ! ଶ୍ରୀ ଗଣେଶ ପୂଜାରେ ସମଗ୍ର ବାଲୁଗାଁ ସହର ଉତ୍ସବ ମୁଖର , ଏହି ଅବସରରେ ବାଲୁଗାଁ ସହରର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ତିନି ହଜାର ଲୋକଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରା ଯାଇଛି । ହଜାର ହଜାର ଶ୍ରଦ୍ଧାଳୁ ଆସି ପ୍ରସାଦ ସେବନ କରିବା ସହିତ ତୃପ୍ତି ଲାଭ କରିଛନ୍ତି।
ବାଲୁଗାଁ ପାଟଣା ସାହିର କଣ୍ଢେଇ କ୍ଲବ ପକ୍ଷରୁ ଗଣେଶ ପୂଜା ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ !!!

