Site icon Awaj Media

ବାଲୁଗାଁ ଡ଼ିଏଭି ଗୁରୁକୁଳ ତରଫରୁ ଗଭୀର ଶୋକ ପ୍ରକାଶ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ଆୱାଜ ମିଡ଼ିଆର ନୟାଗଡ଼ ଜିଲ୍ଲା ପ୍ରତିନିଧି କିଶୋର ମହାପାତ୍ର ଙ୍କ ଅକାଳ ବିୟୋଗ ଖବର ଶୁଣି ମର୍ମାହତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସ୍ଥିତ ଡ଼ିଏଭି ଗୁରୁକୁଳ ସ୍କୁଲର ଛାତ୍ର , ଛାତ୍ରୀ ମାନେ ! ସାମ୍ବାଦିକ କିଶୋର ମହାପାତ୍ରଙ୍କ ନିଧନ ଖବର ଶୁଣି ଡ଼ିଏଭି ଗୁରୁକୁଳ ସ୍କୁଲର ଛାତ୍ର, ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । କିଛିଦିନ ତଳେ ସାମ୍ବାଦିକ କିଶୋର ମହାପାତ୍ର ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଖବର ଶୁଣି ସ୍କୁଲର ଶିକ୍ଷକ,ଶିକ୍ଷୟିତ୍ରୀ ଦୁଃଖ ପ୍ରକାଶ କରିବା ସହିତ ସହଯୋଗ କରିବା ପାଇଁ ଆଗକୁ ଆସିଥିଲେ ! କିଶୋର ମହାପାତ୍ରଙ୍କ ଅକାଳ ବିୟୋଗ ଖବର ଶୁଣି ସେମାନେ ଏବେ ମର୍ମାହତ ।

Exit mobile version