Site icon Awaj Media

କୁକୁର ଠାରୁ ଛୁଆ ବିଲେଇ କ୍ଷୀର ପିଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କୁକୁର ଠାରୁ ଛୁଆ ବିଲେଇ କ୍ଷୀର ପିଇବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ । ଯେତେବେଳ ମଣିଷ ତା ମାନବିକତା ଭୁଲି ଯାଉଛି ସେହି ସମୟ ରେ ପଶୁ ମାନଙ୍କ ଭିତରେ ପଶୁତ୍ବ ପରିବର୍ତ୍ତେ ପର ଉପକାର ଭାବ ଦେଖିବାକୁ ମିଳୁଛି ! ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଅଞ୍ଚଳ ରେ , ଏକ କୁକୁର ମା ଛେଉଣ୍ଡ ଏକ ବିଲେଇ କୁ କ୍ଷୀର ଦେଉଥିବା ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ବିଲେଇ ର ମା’ ଟି କେଉଁ ଆଡେ ଚାଲି ଯାଇଥିବା ବେଳେ ଏହି କୁକୁର ଠୁ ବିଗତ ୩ ଦିନ ହେବ କ୍ଷୀର ପିଇ ବଂଚିଛି , ଯାହା ଦୁହିଁଙ୍କ ନିବିଡ଼ ସମ୍ପର୍କ ବୋଲି ବୁଝାଉଛି ।

Exit mobile version