Site icon Awaj Media

ଅନୁଗୁଳ ଡାକ୍ତରଖାନାରେ ଦିନକୁ ଦିନ ବଢୁଛି ସମସ୍ୟା : ପରିଚାଳନା ଉପରେ ପ୍ରଶ୍ନବାଚୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ମେଡିକାଲ ରେ ଘଟୁଥିବା ସମସ୍ୟା ଦିନ କୁ ଦିନ ପଦାରେ ପଡୁଛି l ମେଡିକାଲ ରେ ଖାଦ୍ୟ ବଣ୍ଟନ କରୁଥିବା କର୍ମୀ ମାନେ ରୋଗୀ ମାନଙ୍କୁ ଆଗ ନଦେଇ ତାଙ୍କ ଷ୍ଟାଫ ବା ସିକୁରିଟି କୁ ଆଗ ଦେଉଛନ୍ତି l ଯଦି ରୋଗୀ ପ୍ରତିବାଦ କରୁଛି ତାକୁ ଡରାଇ ଧମକ ଦେଉଛନ୍ତି ମେଡିକାଲ ର କିଛି କର୍ମୀ l ସେମାନେ କହୁଛନ୍ତି ଆମେ ଆଗ ନେବୁ , ଯାହା ବଳିବ ତାହା ତମକୁ ଦିଆଯିବ – ତମେ ଯାହା କରିବା କର l ଏହା କି ପ୍ରକାର ବ୍ୟବସ୍ଥା ଯେଉଁ ଠାରେ ରୋଗୀ ମାନଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ହେଲେ ସେ ଯୋଜନା କେତେ ଲୋକଙ୍କ ପାଖରେ ପହଁଚୁଛି ଏଠି ସ୍ପଷ୍ଟ ଜଣା ପଡୁଛି l

 

Exit mobile version