ସିଡିଏ ଅଞ୍ଚଳର ୧୮୦ ଏକର ଜମି ଜାଲିଆତି ମାମଲା: ଦଳିତଙ୍କୁ କେବେ ମିଳିବ ନ୍ୟାୟ !!!

0
182

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚର୍ଚ୍ଚାରେ ସିଡିଏ ଅଞ୍ଚଳର ୧୮୦ ଏକର ଜମି ଜାଲିଆତି ମାମଲା ! ସାଧାରଣରେ ଏବେ ଗୋଟିଏ ପ୍ରଶ୍ନ – ଦଳିତଙ୍କୁ କେବେ ମିଳିବ ନ୍ୟାୟ ?? ମାନ୍ୟବର ହାଇକୋର୍ଟ ଓ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଥିବା ପ୍ରଶାସନିକ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜମି ମାଲିକଙ୍କୁ ନ୍ୟାୟ ପ୍ରଦାନ ନକଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିବେ ବୋଲି ସୁଚନା ଦେଇଛନ୍ତି ସମାଜସେବୀ ସଂଜିତ ସାମଲ !

 

 

LEAVE A REPLY

Please enter your comment!
Please enter your name here