କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପାର୍ବଣର ଋତୁ ଆସୁଥିବା ସମୟରେ କଟକ ସହର ରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ! ବିଭିନ୍ନ ସାହି ପୂଜା କମିଟି ତରଫରୁ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ! ଅନ୍ୟପକ୍ଷରେ ପୂଜା ସମୟରେ ସହର ମଧ୍ୟରେ ଶାନ୍ତି ଶୃଙ୍ଖଳା ରକ୍ଷା ସହିତ ଟ୍ରାଫିକ ଓ ଗହଳି ନିୟନ୍ତ୍ରଣ କମିଶନରେଟ ପୁଲିସ ପାଇଁ ବଡ ଚ୍ୟାଲେଞ୍ଜ ! ଏହାକୁ ଦୃଷ୍ଟିରେ ରଖି ସହର ର ବିଭିନ୍ନ ସ୍ଥାନରେ ପୁଲିସ ପକ୍ଷରୁ କରାଯାଇଛି ଫ୍ଲାଗ ମାର୍ଚ୍ଚ !
କଟକ ସହରରେ ପୁଲିସ ର ଫ୍ଲାଗ ମାର୍ଚ୍ଚ !!!

