Site icon Awaj Media

ବିଦାୟ ନେଲେ ମା ଦୁର୍ଗା : ପୁଣି ଆର ବର୍ଷ କୁ ଅପେକ୍ଷା !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜଗତ ଜନନୀ ମା ଦୁର୍ଗାଙ୍କୁ ବିଦାୟ ଦେଳେ ଶ୍ରଦ୍ଧାଳୁ । ପୁଣି ରହିଲା ଆର ବର୍ଷ କୁ ଅପେକ୍ଷା ! ବିଦାୟ ଭସାଣି ସମୟରେ ଗୌରୀ ଶଙ୍କର ପାର୍କ ଠାରେ ବିଭିନ୍ନ ସଙ୍ଗଠନ ଓ କଟକ ମହାନଗନିଗମ ନିଗମ ତରଫରୁ ପ୍ରତ୍ୟେକ ସାହିର ଆୟୋଜନ ମାନଙ୍କୁ ସମ୍ମାନୀତ କରାଯାଇଛି । ବ୍ୟାପକ ସୁରକ୍ଷ ବଳୟ ଭିତରେ ଅନୁଷ୍ଠିତ ହୋଇଯାଇଛି ମା ‘ ଙ୍କ ଭସାଣୀ ଉତ୍ସବ ।

Exit mobile version