Site icon Awaj Media

ପାରଳାରେ ଦୁର୍ଗା ମା’ ଙ୍କ ଭଷାଣି ଉତ୍ସବ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ବିଭିନ୍ନ ସାହି ଓ ଛକରେ ଅନୁଷ୍ଠିତ ହୋଇଥିବା ଦୁର୍ଗା ପୂଜା ଭଷାଣି କରାଯାଇଛି । ମା ‘ ଙ୍କ ଭଷାଣି ଉତ୍ସବରେ ବାଦ୍ୟ ବାଜଣା ଓ ଡିଜେ ର ତାଳେ ତାଳେ ନାଚି ମାଆଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଝିପିଝିପି ବର୍ଷାରେ ମଧ୍ୟ ମା’ ଙ୍କ ଭଷାଣି ଉତ୍ସବରେ ଭକ୍ତ ଆନନ୍ଦର ସହ ମାଆଙ୍କୁ ବିଦାୟ ଦେଇଛନ୍ତି । ଶାନ୍ତି ଶୃଙ୍ଖଳା ସକାଶେ ମା ‘ ଙ୍କ ବିଦାୟ ସମୟରେ ପୋଲିସ ମୁତୟନ ହୋଇଥିବାର ଦେଖିବାକୁ ମିଳିଛି ।

Exit mobile version