Site icon Awaj Media

ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ନୂତନ ରେଷଟୁରାଣ୍ଟ ର ଉଦଘାଟନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ନିକଟରେ ନୂତନ ଭାବେ ଆଜି ଏକ ରେଷଟୁରାଣ୍ଟ ର ଶୁଭ ଉଦଘାଟନ ହୋଇଅଛି ! ଏହି ଉଦଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ପ୍ରଶାନ୍ତ ଜେନା, ନବ କିଶୋର ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ ! ଉଦଘାଟନ ସମୟରେ ସାମ୍ବାଦିକ ଜୟନ୍ତ କୁମାର ମିଶ୍ର ଏବଂ ବହୁତ ଜନସାଧାରଣ ଙ୍କ ସମେତ ପ୍ରୋପାଇଟର ପ୍ରଶାନ୍ତ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ !

Exit mobile version