ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ବାଙ୍କୀ ମହୋତ୍ସବ ୨୦୨୨ ଅବସରରେ କଚେରୀ ପଡ଼ିଆରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ସଭ୍ୟ ମାନଙ୍କ ଦ୍ୱାରା ବାଲୁକା କଳା କାରୁକାର୍ଯ୍ୟ । ବାଲୁକା କାରୁକାର୍ଯ୍ୟରେ ବିଭିନ୍ନ ପ୍ରକାରର ରଙ୍ଗ ନେଇ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକା ଙ୍କ ଫଟୋଚିତ୍ର ଖୁବ ଆକର୍ଷଣୀୟ ହୋଇଛି !
ବାଙ୍କୀ ମହୋତ୍ସବ ପଡିଆରେ ବାଲୁକା କଳାରେ ମା ଚର୍ଚ୍ଚିକା !!!

