Site icon Awaj Media

ଭାପୁର ବ୍ଲକ ର ମହିଳା ବିଜେଡିର କର୍ମକର୍ତ୍ତା ମନୋନୀତ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ଶାଳପଡା ପଞ୍ଚାୟତର ସମିତିସଭ୍ୟା ଦମୟନ୍ତି ଖଟେଇ ଭାପୁର ବ୍ଲକ ବିଜେଡି ମହିଳା ଉପସଭାନେତ୍ରୀ ଭାବେ ମନୋନୀତ । ସେହିପରି ଭାପୁର ବ୍ଲକ ବିଜେଡି ମହିଳା ସଭାପତି ଭାବେ ଶ୍ରମତୀ କବିତା ମହାରଣା ନିଯୁକ୍ତି ହୋଇଥିବାର ଜଣାଯାଇଛି ! ଭାପୁର ଅଧୀନ ବାଇଗୁଣିଆ ପଞ୍ଚାୟତର ଦକ୍ଷ ସଂଗଠିକା କବିତାଙ୍କୁ ବିଜେଡି ମହିଳା ସଭାପତି ଭାବେ ଚୟନ କରିଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମହୋଦୟଙ୍କୁ କୃତଜ୍ଞତା ଜଣାଇଛନ୍ତି !

Exit mobile version