Site icon Awaj Media

ଲିଙ୍ଗରାଜ ମନ୍ଦିର ପରିସରରେ ହାତୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲିଙ୍ଗରାଜ ମନ୍ଦିର ପରିସରରେ ହାତୀ ! ରାଜଧାନୀର ରାଜରାସ୍ତାରେ ରାତି ତମାମ ବୁଲିଲା ହାତୀ ! ଧଉଳି ଅଞ୍ଚଳରେ ପ୍ରଥମେ ଦେଖା ଦେଇଥିବା ଏହି ହାତୀ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପରିସରରେ ପ୍ରବେଶ କରି ସୁନ୍ଦରପଡା ଅଞ୍ଚଳକୁ ଯାଇଥିଲା ! ହାତୀକୁ ନିୟନ୍ତ୍ରଣ କୁ ଆଣିବାକୁ ନାକେଦମ ହୋଇଥିଲେ ବନ ବିଭାଗ କର୍ମଚାରୀ ! ଆଇଗିଣିଆ ପାଖରେ ହାତୀକୁ ନିଶ୍ଚେତକ ପ୍ରୟୋଗ କରାଯାଇଥିବା ବେଳେ ଏବେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରଖାଯାଇଛି ! ପାଖାପାଖି ଷାଠିଏ ଜଣ ପୁଲିସ ଏବଂ ବନ ବିଭାଗ କର୍ମଚାରୀ ହାତୀ ନିୟନ୍ତ୍ରଣ କାମରେ ରାତି ତମାମ ଲାଗି ରହିଥିଲେ !

Exit mobile version