Site icon Awaj Media

ଓଡିଶା ମୋ ପରିବାର ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନହଲ ଠାରେ ବିଜୁ ଜନତା ଦଳ ଏବଂ ଓଡିଶା ମୋ ପରିବାର ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ ! ବରିଷ୍ଠ ବିଜେଡି ନେତା ତଥା ହାଇଟେକ ଗୃପ ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବରା ତିରୁପତି ରାଓ , ଗଜପତି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡ଼ି ନେତା ବସନ୍ତ ଦାସ, ଏସ୍ଡ଼ିସି ଚେୟାରମନ ମରିୟମ ରଇତ, ଏସ୍ଡ଼ିସି ଉପ ସଭାପତି ଧନେଶ୍ଵର ଭୂୟାଁ, ଜିଲ୍ଲା ପରିଷଦ ସଦସ୍ୟ ଏସ . ବାଳରାଜୁ ସମସ୍ତ ବ୍ଲକର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ, ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଏବଂ ସମସ୍ତ ୱାର୍ଡ କାଉନ୍ସିଲର ଉପସ୍ଥିତ ଥିଲେ ।

 

Exit mobile version