Site icon Awaj Media

ୟୁଥ୍ ଭଏସର ନୂତନ କାର୍ଯ୍ୟାଳୟ ଉଦଘାଟିତ !!!

Spread the love

ପାରାଦୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ଉପକଣ୍ଠ ଗଡ଼ ଗେଟ୍ ବଜାର ପାଖରେ ଉଦଘାଟିତ ହେଲା ପାରାଦୀପ ୟୁଥ୍ ଭଏସ୍ ର ନୂତନ କାର୍ଯ୍ୟାଳୟ | ପାରାଦୀପ ରେ ବିଭିନ୍ନ ଶିଳ୍ପ କାରଖାନା ଗୋଟିକ ପରେ ଗୋଟିଏ ଗଢି ଉଠିଥିବା ବେଳେ ପାରାଦୀପ ର ସ୍ଥାନୀୟ ଯୁବକ ବେକାର ହୋଇ ବସିଛନ୍ତି | ଶିଳ୍ପ ପ୍ରତିଷ୍ଠା କ୍ଷେତ୍ର ରେ ଅନେକ ଜମି ଦେଇ ଆଜି ଜୀବିକା ପାଇବା କଷ୍ଟ ହୋଇ ପଡିଛି | ଯୁବକ ମାନଙ୍କ ସ୍ଵର କୁ ଶାଣିତ କରିବା ପାଇଁ ଏହି ସଂଗଠନ ଗଠନ କରାଯାଇଥିବା ଓ ଆଗକୁ ଏହି ସଂଗଠନ ଯୁବକ ଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଏହାର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି | ଗଡ଼ ଗେଟ ବଜାର ପାଖରେ ଆଜି ଏହାର କାର୍ଯ୍ୟାଳୟ ଉଦଘାଟିତ ହେବା ସହ କର୍ମକର୍ତ୍ତା ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା |

Exit mobile version