ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ପ୍ରାୟତଃ ସ୍ଥାନରେ ଶୀତ ବଢିଥିବା ସମୟରେ ପାଣିପାଗ କୁ ନେଇ ଆସିଲା ନୂଆ ଅପଡେଟ ! ଆଗାମୀ ୨ ରୁ ୩ ଦିନ ଯାଏଁ ରାତ୍ରି ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ସମୟରେ ରାତ୍ରି ତାପମାତ୍ରା ରେ ୨ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ! ଫଳରେ ଶୀତ ର ମାତ୍ରା ମଧ୍ୟ ସାମାନ୍ୟ କମିବ !
ବଢିବ ରାତ୍ରି ତାପମାତ୍ରା , କମିବ ଶୀତ !!!

