Site icon Awaj Media

ବାଣପୁର ବ୍ଳକ ସମୁଖରେ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଧାରଣା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଭିନ୍ନ ପ୍ରକାରର ଦାବି କୁ ନେଇ ସାରା ରାଜ୍ୟ ରେ ଅଙ୍ଗନବାଡ଼ି କର୍ମଚାରୀ ସଂଘ ତରଫରୁ ଧାରଣା ଦିଆ ଯାଉଥିବା ବେଳେ , ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ସମୁଖରେ ବାଣପୁର ବିଜ୍ଞାପିତ ଅଞ୍ଚଳ ଓ ୧୭ ଗୋଟି ପଞ୍ଚାୟତରେ ଥିବା ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କର୍ମି ଓ ସହକର୍ମି ମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ବେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି ।

Exit mobile version