Site icon Awaj Media

ଜରିପଡ଼ାରେ କୂଅରେ ପଡ଼ି ଷଣ୍ଢ ଆହତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ଅନ୍ତର୍ଗତ ଜରିପଡା ଗ୍ରାମ ପଞ୍ଚାୟତ ରେ ଏକ କୁଅ ପାଖରେ ଆଜି ସକାଳ ଭୋର ପ୍ରାୟ ଚାରିଟା ସମୟରେ ଦୁଇଟି ଷଣ୍ଢ ମଧ୍ୟରେ ଲଢେଇ ହୋଇ ଗୋଟେ ଷଣ୍ଢ କୂଅ ମଧ୍ୟରେ ପଡି ଯାଇଥିଲା । ଟାଙ୍ଗୀ ଦମକଳ ବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ବହୁ ପରିଶ୍ରମ ପରେ ଗ୍ରାମବାସୀଙ୍କ ସହଯୋଗ ରେ ଦମକଳ ବାହିନୀ ଷଣ୍ଢ ଟିକୁ କୂଅରୁ ବହାର କରିଥିଲେ । କୂଅରେ ପଡ଼ି ଷଣ୍ଢ ଟି ଆହତ ହୋଇଥିବା ଜଣାପଡିଛି, ତେବେ ଆହତ ଷଣ୍ଢ ର ଆବଶ୍ୟକ ଚିକିତ୍ସା ଗ୍ରାମବାସୀ ମାନେ କରୁଥିବା ବେଳେ ବର୍ତ୍ତମାନ ଷଣ୍ଢ ଟି ସୁସ୍ଥ ଥିବାର ଜଣାପଡିଛି ।

Exit mobile version