Site icon Awaj Media

ଭାପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ପରିସରରେ ଆୟୋଜିତ ହୋଇଯାଇଛି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର । ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସାଧାରଣ ଜନତାଙ୍କ ଅଭାବ ଅସୁବିଧା ଶୁଣିବା ସହିତ କେତେକ ଅଭିଯୋଗର ତତ୍କାଳ ସମାଧାନ କରିଥିଲେ ! ଅଭିଯୋଗ ଶୁଣାଣୀ ଶିବିରକୁ ଆସିଥିବା ଅନ୍ୟ କେତେକ ବ୍ୟକ୍ତିଗତ ଏବଂ ସାମୁହିକ ଅଭିଯୋଗ ସବୁକୁ ସମ୍ପୃକ୍ତ ବିଭାଗକୁ ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି !

Exit mobile version