Site icon Awaj Media

ବନ୍ଦନୀୟ ମହାପୁରୁଷ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବାଙ୍କୀ ମାଟିର ଗୌରବ ଙ୍କୁ ରାଜଧାନୀ ରେ ଶ୍ରଦ୍ଧା ସୁମନ ଅର୍ପଣ ! ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଆମେ ଭୁବନେଶ୍ୱର, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ସୂଚନା ଲୋକ ସମ୍ପର୍କ ବିଭାଗ ଓ ବାଙ୍କି ପ୍ରତିଭା ପୂଜନ ସଙ୍ଗଠନର ମିଳିତ ଆନୁକୁଲ୍ୟରେ ଚିର ବନ୍ଦନୀୟ ମହାପୁରୁଷ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ , ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , ସମସ୍ତ ସଂଗଠନର ପରିଚାଳନା ମୁଖ୍ୟ ଏବେ ସଦସ୍ୟ ମାନେ ଉପସ୍ଥିତ ରହି ପଣ୍ଡିତ ବିଦ୍ୟାରତ୍ନଙ୍କ ଅମର ପ୍ରତିଭାକୁ ସ୍ମରଣ କରିଥିଲେ !

Exit mobile version