Site icon Awaj Media

ମହାମହୋପାଧ୍ୟାୟ ପଠାଣି ସାମନ୍ତ ଙ୍କ 118 ତମ ଜୟନ୍ତୀ ସମାରୋହ !!!

Spread the love

ଖଣ୍ଡପଡ଼ା ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ମନ୍ଦିର ବଜାରସାହି ଖଣ୍ଡପଡା ଗଡ଼ ତରଫରୁ ମହାମହୋପାଧ୍ୟାୟ ପଠାଣି ସାମନ୍ତ ଙ୍କ 118 ତମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି ! ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ଓ ପଂଚାୟତ ରାଜ ଏବଂ ସୂଚନା ଲୋକ ସମ୍ପର୍କ ପ୍ରଦୀପ କୁମାର ଅମାତ ଏବଂ ସମ୍ମାନୀତ ଅତିଥି ରୂପେ ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ଯାଜପୁର ମାଟିର ବରିଷ୍ଠ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଏବଂ ପୂର୍ବତନ ଭୁବନେଶ୍ୱର ଲୋକସଭା ସାସଂଦ ପ୍ରସନ୍ନ ପାଟଶାଣୀ, ଖଣ୍ଡପଡା ର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏବଂ ଚଳଚିତ୍ର ଜଗତର ଅଭିନେତ୍ରୀ ସୋଫିଆ ଆଲ୍ଲାମ ଉତ୍ସବରେ ଉପସ୍ଥିତ ରହିଥିଲେ !

Exit mobile version