Site icon Awaj Media

ଗୋଶାଣୀ ବ୍ଳକ ର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ପରିଦର୍ଶନ କଲେ ARCD ଓ SARCS !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକର ବିଭିନ୍ନ ପ୍ରାଥମିକ କୃଷି ସେବା ସମବାୟ ସମିତି ପରିଦର୍ଶନ କଲେ ARCD ଓ SARCS ! ଗୋଶାଣୀ ବ୍ଳକର ଆର ସୀତାପୁର, ପାଟିକୋଟା, ଉପଲଡା, ମାଛମରା, କଣ୍ଟ୍ରାଗଡା, ବୋମିକା, ସାଇଲଡା, ଏ ରାଜପୁର, ଗୋଶାଣୀ, ଭୂଷକୁଡି, ତାଳସିଙ୍ଗ, ରମ୍ପା, ଲାବଣ୍ୟଗଡ଼, ଗୁରାଣ୍ଡି, ବଡ଼ କୁତୁରୁ, ଜଙ୍ଗଲପାଡୁ, ରାମ ଲିଙ୍ଗେଶ୍ୱର ଏହି ସମବାୟ ସମିତି ପରିଦର୍ଶନ କରିଛନ୍ତି । ସମବାୟ ସମିତି ଗୁଡିକରେ ଧାନ କ୍ରୟ ସକାଶେ ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ମଧ୍ୟ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ବ୍ୟବସ୍ଥା ରହିଛି । ଯଥା ଶୀଘ୍ର ଚାଷିଙ୍କୁ ଟୋକେନ ଦେଇ ଧାନ କ୍ରୟ କରିବା ସକାଶେ ଅଧିକାରୀ ମାନେ ନିର୍ଦ୍ଦେଶ ଦେଇଛନ୍ତି ।

Exit mobile version