ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ପବିତ୍ର ମକର ସଂକ୍ରାନ୍ତିରେ ସମଗ୍ର ରାଜ୍ୟ ଉତ୍ସବ ମୁଖର ହୋଇ ପଡିଥିବା ବେଳେ , ଭାପୁର ବ୍ଲକ ପଦ୍ମାବତୀ ଗ୍ରାମର ମା ତାରିଣୀ ପୀଠରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଅଛି । ଆୟୋଜିତ ଉତ୍ସବରେ ସ୍ଥାନୀୟ ବହୁ ଶ୍ରଦ୍ଧାଳୁ ଙ୍କ ସମାଗମ ହେଇଥିବା ଦେଖିବାକୁ ମିଳିଥିଲା ।
ମକର ସଂକ୍ରାନ୍ତି ଉପଲକ୍ଷେ ପଦ୍ମାବତୀ ଗ୍ରାମର ମା ତାରିଣୀ ପୀଠରେ ବାର୍ଷିକ ଉତ୍ସବ ଅନୁଷ୍ଠିତ !!!

