Site icon Awaj Media

ଆମ ୪୨ ମୌଜା ତରଫରୁ ବନ୍ଧୁମିଳନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆମ ୪୨ ମୌଜା ସଂଗଠନ ତରଫରୁ ବଳିବାମନ ପୀଠ, ଚାନ୍ଦୁଲି ଠାରେ ଏକ ବନ୍ଧୁମିଳନ ମକର ସଂକ୍ରାନ୍ତି ଉପଲକ୍ଷେ ଆୟୋଜନ କରାଯାଇଥିଲା । ଏଥିରେ ୨୦୦ ରୁ ଅଧିକ ଲୋକ ଯୋଗ ଦେଇଥିଲେ ଏବଂ ଏଥିରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଆମ 42ମୌଜା ସଂଗଠନ ର ସଭାପତି ଦେବୀପ୍ରସାଦ ପତି, ୪୨ମୌଜ଼ା ଉନ୍ନୟନ ପରିଷଦର ସଭାପତି ଅନିଲ ଦାସ, ଯୁବ ଛାତ୍ର ପରିଷଦର ଉପଦେଷ୍ଟା ପ୍ରଭାତ କୁମାର ଦେବତା, ରାଷ୍ଟ୍ରୀୟ ପଛୁଆ ବର୍ଗର ପ୍ରଭାରୀ ସଞ୍ଜିତ ସାସମଲ, ହିନ୍ଦୁସେନାର ରାଜ୍ୟ ସଭାପତି ଦେବାଶିଷ ରାଉତ, ଯୁବ ଓ ଛାତ୍ର ନେତା ରଞ୍ଜିତ ମଲ୍ଲିକ , ସମାଜ ସେବି ହରିଚନ୍ଦନ ନାୟକ, ବରିଷ୍ଠ ମୁରବି ଅଭୟ ମହାପାତ୍ର, ଅନିଲ ମହାପାତ୍ର, ଅନୟ ମହାପାତ୍ର, ଅତିଶ ଭୋଳ, ଶମ୍ଭୁ ବୈଠଲୁ,ବିଶ୍ୱରଂଜନ ସେଠୀ, ଉତ୍କଳ ବିକାଶ ପରିଷଦର ଗାନ୍ଧୀ ଗୁରୁ ଦାସ, ବିଜୟ ମଲ୍ଲିକ, ଅଜୟ ଦେବତା, ଭାରତୀୟ କିସାନ ସଙ୍ଘର କଟକ ଜିଲ୍ଲାର ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ପ୍ରସନ୍ନ ବେହେରା, ସାଗର ବେହେରା, ଅଜୟ ନାୟକ, ଅଜୁ ନାୟକ, ହୃଦାନନ୍ଦ ହୋତା, ଲାଲାଟ ଚୌଧୁରୀ, ରୁଦ୍ର ଜେନା, ନବକିଶୋର ପଣ୍ଡା, ମୁକ୍ତିକାନ୍ତ ମହାନ୍ତି, ଅଜୟ ଜେନା ଏବଂ ପରିବର୍ତ୍ତନ ସଙ୍ଗଠନ ର ଆବାହକ ସୁଧାଂଶୁ ଦାସ, ଆନନ୍ଦ ନୃସିଂହ ସ୍ମୃତି କମିଟିର ସଭାପତି ନାରାୟଣ ଚନ୍ଦ୍ର ମହାନ୍ତି ଓ ଅନ୍ୟାନ୍ୟ ବହୁତ ବନ୍ଧୁ ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Exit mobile version