Site icon Awaj Media

ଅମେଡା ପଞ୍ଚାୟତରେ ଗୋଷ୍ଠୀ ସ୍ତରୀୟ ପରିଚାଳନା କାର୍ଯ୍ୟକ୍ରମର ଶୁଭ ଉଦଘାଟନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ରାୟଗଡ ବ୍ଳକ ର ଅମେଡା ଗ୍ରାମ ପଞ୍ଚାୟତ ର କିନ୍ତି ସାହି ଠାରେ ଅତିଶୟ ପୁଷ୍ଟିହୀନ ଶିଶୁ ଙ୍କ ଗୋଷ୍ଠୀ ସ୍ତରୀୟ ପରିଚାଳନା କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜା ରଣଜିତ ପ୍ରତାପ ବଳ, ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ବ୍ଳକ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି, ସ୍ଥାନୀୟ ସରପଞ୍ଚ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ଅଙ୍ଗନବାଡି କର୍ମୀ ସୁପରଭାଇଜର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version