Site icon Awaj Media

ସାଧାରଣତନ୍ତ୍ର ଦିବସରେ ପବ୍ଲିକ ରାଇଟ ଆସୋସିଏସନ ତରଫରୁ ସେବାକାର୍ଯ୍ୟ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଧାରଣତନ୍ତ୍ର ଦିବସରେ ପବ୍ଲିକ ରାଇଟ ଆସୋସିଏସନ ତରଫରୁ ସେବାକାର୍ଯ୍ୟ ! ସଂଗଠନର କୋରାପୁଟ ବ୍ଲକ ସଭାପତି ତେଜେଶ୍ୱର ପାତ୍ର ଙ୍କ ତତ୍ତ୍ୱାବଧାନରେ ଅସହାୟ ଗରୀବ ଲୋକ ମାନଙ୍କୁ ନୂତନ ବସ୍ତ୍ର , ଶୀତବସ୍ତ୍ର , ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ! କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଦେବେନ୍ଦ୍ର କୁମାର ରାଜୁ , ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଅଶୋକ କୁମାର ମହାନ୍ତି , ରିଙ୍କୁ ପାଢ଼ୀ , ଲାଲୁ ଶତପଥି , କୁମ ମାଝି , ଆରସି ଦାଶ ସୁଦର୍ଶନ ସେନାପତି ପ୍ରମୂଖ ଉପସ୍ଥିତ ରହି ସହଯୋଗ କରିଥିଲେ !

Exit mobile version