Site icon Awaj Media

ଡୁବୁରି ଛକ ସ୍ଥିତ ଟାୟାର ଦୋକାନରେ ଅଗ୍ନିକାଣ୍ଡ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଛକ ସ୍ଥିତ ଏକ ଟାୟାର ଦୋକାନରେ ସନ୍ଧ୍ୟା ସମୟରେ ନିଆଁ ଲାଗି ଦୋକାନଟି ଜଳି ନଷ୍ଟ ଯାଇଛି ! ଅଗ୍ନିକାଣ୍ଡ ସମୟରେ ଦୋକାନ ପାଖରେ ଥିବା ଏକ କାର ମଧ୍ଯ ନିଆଁ ଲାଗି ସାମାନ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଟାଟା ଫାୟାର ଗାଡି ସହିତ ଯୋଗାଯୋଗ କରିବାରୁ ଟାଟା ଫାୟାର ଗାଡିର କର୍ମଚାରୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ! ତେବେ ଦୋକାନ ଟି ଜଳି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ।

Exit mobile version