Site icon Awaj Media

ମାଧପୁର ଆଦର୍ଶ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆଣିଲେ ଅଭିଭାବକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ମାଧପୁର ଆଦର୍ଶ ବିଦ୍ୟାଳୟରେ ବହୁ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆଣିଲେ ଅଭିଭାବକ ! ଆଜି ଜଣେ ଅଭିଭାବକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଆସି ବିଭିନ୍ନ ସମସ୍ୟା ତଥା ପିଇବା ପାଣି , ଖାଦ୍ୟ , ଅନଲାଇନ୍ କ୍ଲାସ ଇତ୍ୟାଦି ସମ୍ପର୍କରେ ମାଧପୁର ଆଦର୍ଶ ବିଦ୍ୟାଳୟର ଅଧକ୍ଷଙ୍କୁ ଅଭିଯୋଗ କରିବା ସହିତ କ୍ଷୋଭ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

Exit mobile version