କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଉପକଣ୍ଠ ବାଲୁଙ୍କେଶ୍ଵର ବିଦ୍ୟାପୀଠ ଦେଉଳି ୧୯୮୮ ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ପର୍ବ ମାନ୍ୟବର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ୧୯୮୮ ମସିହା ମାଟ୍ରିକ ବ୍ୟାଚର ଶୁଭନ୍ୟାଶ ମହାନ୍ତି, ସଂଜୟ ନାୟକ, ଅରବିନ୍ଦ ପତି, ବିଶ୍ଵ ମୋହନ ଜେନା, ଶିବାନି ପରିଡା, ପ୍ରକାଶ ପଣ୍ଡା, ପ୍ରଦୀପ ରଥ, ଗଦାଧର ମହାପାତ୍ର ଏବଂ ଅନ୍ୟାନ୍ୟ ବନ୍ଧୁ ବର୍ଗଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦେଉଳି ବାଲୁଙ୍କେଶ୍ଵର ବିଦ୍ୟାଳୟ ୧୯୮୮ ମାଟ୍ରିକ ବ୍ୟାଚର ବନ୍ଧୁମିଳନ !!!

