Site icon Awaj Media

ଭୁବନେଶ୍ୱର ବନବାସି କଲ୍ୟାଣ ଆଶ୍ରମରେ ବଜରଙ୍ଗ ଦଳ ର ପ୍ରାନ୍ତ ବୈଠକ ଅନୁଷ୍ଠିତ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶ୍ବହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ ଆଜି ଭୁବନେଶ୍ୱର ବନବାସି କଲ୍ୟାଣ ଆଶ୍ରମରେ ଓଡିଶା ପୂର୍ବ ପ୍ରାନ୍ତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରାନ୍ତୀୟ ବୈଠକରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ! ଆଜିର ବିଶେଷ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଜରଙ୍ଗ ଦଳ ରାଷ୍ଟ୍ରୀୟ ସଂଯୋଜକ ନିରୋଜ ଡୋନେରିଆ , କ୍ଷେତ୍ରିୟ ସଂଯୋଜକ ଅମଲ ଚକ୍ରବର୍ତ୍ତି , ପ୍ରାନ୍ତ ସଂଯୋଜକ ଅମ୍ବିକା ଦାସ ଯୋଗଦେଇ ସାଙ୍ଗଠନିକ ହିତ ବାର୍ତ୍ତା ପ୍ରଦାନ କରିଥିଲେ ।

Exit mobile version