Site icon Awaj Media

ବାଲୁଗାଁ ଖାରିବନ୍ଧ ଗ୍ରାମରେ ବିଦ୍ୟୁତ ଆଘାତରେ ୧୦ ବର୍ଷ ବାଳକ ର ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଖାରିବନ୍ଧ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଖାରିବନ୍ଧ ଗ୍ରାମର ଜଣେ ୧୦ ବର୍ଷ ବାଳକ ର ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ଘଟି ଥିବାର ସୂଚନା ମିଳିଛି । ମୃତ ବାଳକ ପୂର୍ଣ୍ଣ ସ୍ୱାଇଁ ଙ୍କ ପୁଅ ସୋମୁ ସ୍ୱାଇଁ ବୋଲି ଜଣା ପଡିଛି।।

Exit mobile version