Site icon Awaj Media

ସମସ୍ତଙ୍କୁ ନିଜ ଅଭିଭାଷଣରେ ଅଭିଭୂତ କଲେ ମହାମହିମ ରାଜ୍ୟପାଳ !!!

Spread the love

ଉତ୍ତର ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରୋଟାରୀ କ୍ଲବ ଅଫ ଇନଫୋସିଟି ଦ୍ୱାରା ଆୟୋଜିତ କୃତ୍ରିମ ଅଙ୍ଗ ପ୍ରଦାନ ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

Exit mobile version