Site icon Awaj Media

ଡିପିଏଲ୍ ମ୍ୟାଚରେ ରୟାଲ ଟାଇଗର ଚମ୍ପିୟାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ୪୨ ମୌଜା ଦହିଗାଁ ଖେଳ ପଡିଆରେ ରାତ୍ରି କାଳୀନ ଡିପିଏଲ୍ ମ୍ୟାଚ ଆଠଟି ଟିମ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି ! ଶେଷରେ ରୟାଲ ଟାଇଗର ଚମ୍ପିୟାନ ହେଇଥିଲା ବେଳେ ରେମ୍ୱୋ ଫାଇଟର ପରଜୟ ବରଣ କରିଛି । ସ୍ଥାନୀୟ କ୍ରିକେଟ ପ୍ରେମୀ ଦର୍ଶକ ଓ ଅତିଥି ବର୍ଗ ଉପସ୍ଥିତ ରହି ମ୍ୟାଚ୍ ଦେଖିଥିଲେ ।

Exit mobile version