ଆଠଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓରନ୍ଦା ପଞ୍ଚାୟତର ବାଳି ଗାଁର ଝିଅ ସୋନାଲିକା ଦାଶ ରାଜ୍ୟ ପାଇଁ ଆଣିଛନ୍ତି ଗୌରବ। ନିକଟରେ ପୁନେ ଠାରେ ସମାପନ ହୋଇଥିବା ଜାତୀୟ ଜଳ କ୍ରୀଡାରେ ଅଂଶ ଗ୍ରହଣ କରି ୨ ଟି ସ୍ୱର୍ଣ୍ଣ ଓ ରୈପ୍ୟ ପଦକ ପାଇଛନ୍ତି । ସୋନାଲିକା ଙ୍କ ଏଭଳି ସଫଳତାକୁ ଅଧିକ ଉତ୍ସାହିତ କରିବା ପାଇଁ ଆଠଗଡ଼ ବିକାଶ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ରଞ୍ଜନ ବସ୍ତିଆ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।
କ୍ରୀଡାବିତ୍ ଙ୍କୁ ସମ୍ବର୍ଦ୍ଧନା !!!

