Site icon Awaj Media

ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଅସ୍ଥାୟୀ ଲାଇନ୍ସମ୍ୟାନ ପକ୍ଷରୁ ବିକ୍ଷୋଭ । ୬ ବର୍ଷ ଧରି କାର୍ଯ୍ୟ କରିଥିବା ଲାଇନ୍ସମ୍ୟାନ ମାନଙ୍କୁ ନିୟମିତ କରିବା, ସମାନ କାମକୁ ସମାନ ଦରମା ଦେବା, ଗ୍ରୁପ ଇନ୍ସୁରାନ୍ସ, , ଚାକିରୀ ସର୍ତ୍ତାବଳୀ ରଖିବା ପରି ୪ ଦଫା ଦାବି ନେଇ ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି ।

Exit mobile version