Site icon Awaj Media

ନବ ନିଯୁକ୍ତ ବିଜେଡ଼ି ବ୍ଲକ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ହାଟପଦା ପଡିଆ ଠାରେ ଗଜପତି ଜିଲ୍ଲାରେ ନୂତନ ଭାବେ ମନୋନୀତ ହୋଇଥିବା ବିଜେଡ଼ି ଦଳର ବ୍ଲକ ସଭାପତି ଜଗବନ୍ଧୁ ଦାସ ଏବଂ ଗୁମ୍ମା ବ୍ଲକ ବିଜେଡ଼ି ସଭାପତି ଅଗଷ୍ଟସ ଗମାଙ୍ଗଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରିଷ୍ଠ ନେତା ତଥା ହାଇଟେକ୍କ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମି ମଣ୍ଡଳ, ବିଜେଡ଼ି ରାଜ୍ୟ ସମ୍ପାଦକ ମରୁତ ପାଲ, ବିଜେଡ଼ି ରାଜ୍ୟ ସମ୍ପାଦକ ବସନ୍ତ ଦାସ, ଜିଲ୍ଲା ବିଜେଡ଼ି ଉପସଭାପତି ଲକ୍ଷ୍ମୀକାନ୍ଥ ପରିଚ୍ଛା, ଯୁବନେତା ଜି. ବିଜୟ କୁମାର, ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶ୍ରୀନୁ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଗୁମ୍ମା ବ୍ଲକର ସମସ୍ତ କର୍ମି ଉପସ୍ଥିତ ରହିଥିଲେ ।

Exit mobile version