Site icon Awaj Media

ନିର୍ମାଣଧିନ ପୋଲ ଭୁଶୁଡିବା ଘଟଣାରେ ଆମ ଆଦମୀ ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ !!!

Spread the love

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଗୁଲନଗର ଚଟିପୋଲ ଠାରୁ ଗରାପୁର କାଳି ମନ୍ଦିର ପର୍ଯ୍ୟନ୍ତ ସଂଯୋଗ ନିମନ୍ତେ ନିର୍ମାଣ ହେଉଥିବା ପୋଲ ଭୁଶୁଡି ପଡିଛି ! ବାଇପାସ ରାସ୍ତାରେ ନିର୍ମାଣଧିନ ଅବସ୍ଥାରେ ଭୁଶୁଡ଼ିଲା ୨୦୦ ମିଟର ସେତୁ ! ଅଳ୍ପକେ ବର୍ତିଲେ ୩୦ ରୁ ଉର୍ଦ୍ଧ ଶ୍ରମିକ । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଓ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛି ଆମ ଆଦମୀ ପାର୍ଟି ! ନଚେତ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଆମ ଆଦମୀ ପାର୍ଟି ର ନେତା !

Exit mobile version