Site icon Awaj Media

ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡିଶା ” ର ଖୋର୍ଦ୍ଧା ଜିଲ୍ଲା ଉପ ସଭାପତି ଏବଂ ସମ୍ପାଦକ ମନୋନୀତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଚିଲିକା ଅଞ୍ଚଳରେ ପ୍ରତେକ କ୍ଷେତ୍ରରେ ଅସହାୟ ଲୋକଙ୍କୁ ସହଯୋଗ ର ହାତ ବଢ଼ାଇ ଆସୁଛି ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଟିମ୍ ୪୯୯ ଓଡ଼ିଶା । ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ ଥିବା ବେଳେ ଉପସଭାପତି ସମ୍ପାଦକ ପଦ ଖାଲି ପଡ଼ିଥିଲା । ଆଜି ଖୋର୍ଦ୍ଧା ଜିଲ୍ଲା ଟିମ୍ ପକ୍ଷରୁ ନିଷ୍ପତି ନିଆଯାଇ ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଭାବରେ ଦିଲ୍ଲୀପ କୁମାର ସ୍ବାଇଁ, ସମ୍ପାଦକ ଭାବରେ ନାରାୟଣ ସାହୁ, ସହ ସମ୍ପାଦକ ଭାବରେ ବୈକୁଣ୍ଠ ନାଥ ପ୍ରଧାନଙ୍କୁ ଦାୟିତ୍ୱ ଦିଆ ଯାଇଛି ।

Exit mobile version