ଦାନଗଦି ବ୍ଲକ ଟମକା ଠାରେ ବଜରଙ୍ଗ ଦଳ ତରଫରୁ ବିଶାଳ ଶୋଭାଯାତ୍ରା !!! Awaj Media 3 years ago Spread the loveଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଶ୍ରୀରାମ ନବମୀ ଅବସର ରେ ଦାନଗଦି ବ୍ଲକ ଟମକା ଠାରେ ବଜରଙ୍ଗ ଦଳ ତରଫରୁ ବିଶାଳ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଛି ।