ବୟାଳିଶି ମୌଜାରେ ବଢୁଛି ଟାଟା ପାୱାର ର ମନମାନୀ !!! Awaj Media 3 years ago Spread the loveକଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ରାଜ୍ୟରେ ବିଦ୍ୟୁତ ସେବା ପାଇଁ ସରକାର ଟାଟା କମ୍ପାନୀକୁ ଦାୟିତ୍ୱ ଦେଇଛନ୍ତି ! କିନ୍ତୁ କମ୍ପାନୀ କେବଳ ଟଙ୍କା ଆଦାୟକୁ ପ୍ରାଥମିକତା ଦେଉଥିବା ବେଳେ ହନ୍ତସନ୍ତ ହେଉଛନ୍ତି ଉପଭୋକ୍ତା !