Site icon Awaj Media

ବାଙ୍କୀରେ ଗଡିଲା ଓ OS-CITର ସଚେତନତା ରଥ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ଗଡିଲା ଓ OS-CITର ସଚେତନତା ରଥ ! ବାଙ୍କୀ ଥାନା ର ଭାରପ୍ରାପ୍ତ ଅଧିକାରୀ ସୌମେନ୍ଦ୍ର ତ୍ରିପାଠୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଧିବଦ୍ଧ ଭାବେ ଏହି ରଥକୁ ଉଦ୍ଘାଟନ କରିଥିଲେ । ଆଜିର ସମାଜରେ କମ୍ପ୍ୟୁଟର ଶିକ୍ଷା ନିତ୍ୟାନ୍ତ ଆବଶ୍ୟକ ହୋଇଥିବା ସମୟରେ ଏହା ଏବେ ସବୁ କ୍ଷେତ୍ରରେ ଆବଶ୍ୟକ ହୋଇ ପଡିଛି ! ସଚେତନତା ରଥ ମାଧ୍ୟମରେ ଉଚିତ ଶିକ୍ଷା ପଦ୍ଧତି ଚୟନ ଏବଂ ଆବଶ୍ୟକୀୟ ଅନୁଷ୍ଠାନ ସମ୍ପର୍କରେ ବୈଷୟିକ ସଚେତନତା ପ୍ରଦାନ କରାଯାଉଛି !

Exit mobile version