Site icon Awaj Media

ହୃଦଘାତରେ ଯୁବକଙ୍କ ଅକାଳ ବିୟୋଗ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ଭାପୁର ବ୍ଲକ, ବଡଶହରା ପଞ୍ଚାୟତ ରାମପଡା ଗ୍ରାମର କାର୍ତ୍ତିକ ପଲେଇ ( କାଳୁ ) ଶୋଇଥିବା ଅବସ୍ଥାରେ ହୃଦଘାତରେ ଅକାଳ ବିୟୋଗ ହୋଇଛି ! କାଳୁ ବାପା ମାଙ୍କର ଏକମାତ୍ର ପୁତ୍ର ! ସେ ଜଣେ ଶାନ୍ତ ସରଳ ସ୍ଵଭାଵର ପିଲା ହୋଇଥିବାରୁ , ତାଙ୍କର ଅକାଳ ନିଧନ ଖବର ଶୁଣି ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

 

Exit mobile version