ପୁରୀରେ ରାଜ୍ୟ ସମାଜସେବୀ ମହାସମ୍ମିଳନୀ !!! Awaj Media 3 years ago Spread the loveପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ ସମାଜସେବୀ ମହାସମ୍ବିଳନୀ ! ରାଜ୍ୟର କୋଣ ଅଣୁକୋଣରୁ ବହୁତ ସମାଜସେବୀ ଆସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ !